Friday, June 7, 2019

Notice Announcements

ସଂଘର ରାଜେନ୍ଦ୍ର ଦାସ ଓ ଅନ୍ୟ  ବନ୍ଧୁ  DSE (Department of School Education in Government of Odisha ) ଅଫିସ  ଯାଇଥିଲେ ଅଧିକାରୀ ନଥିବାରୁ କାଲି  ପୁନର୍ବାର  ଯିବେ। ଓକିଲ  ପରାମର୍ଶ  କରା  ଯାଇଛି, ଓକିଲ  ମଧ୍ୟ୍ୟ   ଭରସା   ଦେଇଛନ୍ତି ଆମ୍ଭ ଦାବି ନାଯ୍ୟ ଦାବି ତେଣୁ ଆମ୍ଭେ High Court କରିବାକୁ ନିଷ୍ପତି ନେଇଛୁ ଆପଣମାଙ୍କ ସୁଚିନ୍ତାର  ମତାମତ ଅପେକ୍ଷାରେ

Teacher Aspirant B.Ed Union

Notice : 


  High Court ରେ Case ପାଇଁ ଅର୍ଥ ଆବଶ୍ୟକରତା ଅଛି । ଏହା  ସମସ୍ତଙ୍କର ନୈତିକତା କର୍ତବ୍ୟ ।  ଆପଣମାନେ କିଛି କିଛି ନିମ୍ନ ପ୍ରଦତ୍ତ Account No  ରେ ଆର୍ଥିକ ସହାୟତା କଲେ ଆମେ ଆମ ନ୍ୟାୟ ପାଇଁ ଲଢ଼ି ପାରିବା ।